ମଧୁମେହ ରୋଗୀଙ୍କ ପାଇଁ ଟିପ୍ସ…
ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ । ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ମଧୁମେହରେ, ଯଦି ଆପଣ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଫଳ…