ଲଗାଣ ବର୍ଷା ଯୋଗୁଁ ସୋନପୁରରେ ଯୋଗାଯୋଗ ବିଚ୍ଛିନ୍ନ
ସୋନପୁର: ସୋନପୁର ଜିଲ୍ଲାରେ ଗତ ୨ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।
ମିଳିଥିବା ସୂଚନାନୁଯାୟୀ ସୋନପୁର ବ୍ଲକ୍ ସ୍ଥିତ ପାଇକବାହଲ ଗ୍ରାମ ନିକଟରେ ଥିବା ରାକ୍ଷସ ନାଳ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା…