ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଚାନ୍ଦିମେଢ
ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ହେଉଛି ଶେଷ ଦିନ। ମା’ଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଲୋକେ। କୋଭିଡ଼ କଟକଣା ଭିତରେ ମା’ଙ୍କର ସୁରୁଖୁରୁରେ ଦର୍ଶନ କରିଛନ୍ତି । ଚଳିତ ବର୍ଷ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜାରେ ଚାରୋଟି ପୂଜା ମଣ୍ଡପରେ…