ପରଲୋକରେ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀ
ଭୁବନେଶ୍ୱର : ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଣଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି ।କିଛିଦିନ ହେଲା ସେ ନିମୋନିଆ ରୋଗରେ ପୀଡିତ ଥିଲେ ।
ସ୍ବର୍ଗତ ପାଣିଗ୍ରାହୀ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ଥିଲେ । କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ପରେ ଲଣ୍ଡନ…