Latest Odisha News

BREAKING NEWS

Browsing Tag

Dress Code

ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହେଲା ‘ଡ୍ରେସ୍ କୋର୍ଡ’, ଏସବୁ ପୋଷାକ ପିନ୍ଧିଲେ ମିଳିବନି ଏଣ୍ଟ୍ରି

ମଥୁରା: ମଥୁରା-ବୃନ୍ଦାବନ ସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍ କୋର୍ଡ'। ନିୟମ ନ ମାନିଲେ ମିଳିବନି ଏଣ୍ଟ୍ରି। ସୂଚନାନୁସାରେ, ନୂଆବର୍ଷରେ ବହୁ ସଂଖ୍ୟାରେ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବାଙ୍କେ…

ଶ୍ରୀମନ୍ଦିରରେ କେବେ ଲାଗୁ ହେବ ଡ୍ରେସକୋଡ୍ ବ୍ୟବସ୍ଥା ?

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ ଯାତନା ସହୁଛନ୍ତି ଶ୍ରଦ୍ଧାଳୁ । ୨୦୨୧ ମସିହା ଅକ୍ଟୋବରରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା…