ବିଏମସି ଭବାନୀ ମଲ୍ରେ ଡ୍ରାଇଭ୍ ଇନ୍ କୋଭିଡ୍ ଟେଷ୍ଟ ଆରମ୍ଭ
ଭୁବନେଶ୍ୱର: ବିଏମସି ବୁଧବାର ସହିଦ ନଗରର ବିଏମସି ଭବାନୀ ମଲ୍ରେ ଥିବା ପାର୍କିଂ ସ୍ଥାନରେ ଡ୍ରାଇଭ-ଇନ୍ କୋଭିଡ୍ ଟେଷ୍ଟ ଆରମ୍ଭ କରିଛି।
ସକାଳ ୮.୩୦ ରୁ ୧୨.୩୦ ମଧ୍ୟରେ ଉଭୟ ଆରଟିଓ- ପିସିଆର୍ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ବିଏମସି ଟୁଇଟ୍ କରି କହିଛି।
ଏହି…