Latest Odisha News
Browsing Tag

drownning death

ମହାନଦୀରେ ୩ ଯୁବକ ବୁଡ଼ିବା ଘଟଣା: ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଆଜି ମହାନଦୀରେ ବୁଡ଼ିଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମଳିିଛି । ଡାକ୍ତରମାନେ ଉଦ୍ଧାର ହୋଇଥିବା ଯୁବକଙ୍କୁ ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରିଥିବା ପରେ ମଧ୍ୟ ବଞ୍ଚାଇପାରି…

ଦୁଇ ଭଉଣୀଙ୍କ ସଲିଳ ସମାଧି

ବାରିମୂଳ: କେନ୍ଦ୍ରାପଡା ସଦରଥାନା ଜଅଁରା ବାରିମୂଳ ଗାଁରେ ଅଘଟଣ । ପାଣିରେ ବୁଡ଼ି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଧ୍ୟରୁ ଜଣେ ୩ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର ଝିଅ । ଯୋର ଭିତରୁ ଡଙ୍ଗା ଗୋଟାଉଥିବା ବେଳେ ଏହି ଅଘଟଣ ଘଟିଛି । ଯୋର ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି…

ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ

ବାସୁଦେବପୁର : ବାସୁଦେବପୁର ବ୍ରଜାନନ୍ଦପୁର ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଘର ନିକଟରେ ଥିବା ଏକ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳିକା ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇ ଯାଇଥିଲେ ହେଲେ…