କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି
କଟକ: ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ…