ମୟୂରଭଞ୍ଜର ୧୯୪ ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା
ମୟୂରଭଞ୍ଜ : ଆସନ୍ତାକାଲିଠୁ ମଣ୍ଡପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ବିଲ୍ବବରଣ ପରେ ମା’ଙ୍କ ଆବାହନ କରାଯିବ । ତେବେ ମୟୂରଭଞ୍ଜରେ ଚଳିତ ବର୍ଷ ନିରାଡ଼ମ୍ବର ସହକାରେ ଏବଂ କୋଭିଡ କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ପର୍ବର ଆୟୋଜନ କରାଯାଇଛି । ଜିଲ୍ଲାରେ ଏଥର ବାରିପଦା…