ବିଧାନସଭାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହାଲ୍ଲା , ଅପହାହ୍ନ ୪ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ଆଜି ମୌସୁମୀ ଅଧିବେସନର ଶେଷ ଦିନ ହେଲେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରୁନି। ପ୍ରଶ୍ନ କାଳ ଆରମ୍ଭରୁ ଦୁଷ୍କନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ। ସେପଟେ କଂଗ୍ରେସ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଉ ହୋହାଲ୍ଲା କରିଛନ୍ତିା ସେନେଇ…