ବିଶ୍ୱକୁ ମାଡି ଆସୁଛି ବିପଦ; ୟୁଏନର କଡା ଚେତାବନୀ
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀ ପ୍ରି-ଇଣ୍ଡଷ୍ଟ୍ରିଆଲ୍ ସ୍ତରରୁ ୨.୭ ଡିଗ୍ରୀ ସେଲସିୟସ ଉତ୍ତାପ ଆଡକୁ ଗତି କରୁଛି।
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବିଶ୍ବର ତାପମାତ୍ରା ୧.୫…