୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ
ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…