Latest Odisha News

BREAKING NEWS

Browsing Tag

Earthquack in siriya

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ…

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା…

ଗବେଷକଙ୍କ ଚାଞ୍ଚଲ୍ୟକର ବୟାନ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚିଯାଇଛି ତୁର୍କୀ

ଇସ୍ତାନବୁଲ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚି ଯାଇଛି ତୁର୍କୀ ।  ଭୂକମ୍ପ ଗବେଷକ କାର୍ଲୋ ଡୋଗ୍ଲିୟୋନୀଙ୍କ କହିବା ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ସୁରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ପ୍ରକୃତରେ…