Latest Odisha News
Browsing Tag

eating snakes keeps covid at bay

କରୋନାରୁ ସୁସ୍ଥ ହେବା ଲାଗି ସାପ ଖାଇ ବ୍ୟକ୍ତି ଗିରଫ

ଚେନ୍ନାଇ: କରୋନାରୁ ସୁସ୍ଥ ହେବା ଲାଗି ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ପେରୁମାଲପାଟୀ ଗାଁର ଜଣେ ବ୍ୟକ୍ତି ସାପ ଖାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଭାଡିଭେଲ…