Latest Odisha News

BREAKING NEWS

Browsing Tag

elephant fear

ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହିକୁଡି ଗାଁରେ ହାତୀ ଉପଦ୍ରବ । ହାତୀପଲ ଗାଁକୁ ଆସି ଅନେକ ଧାନବିଲ ଦଳି ଚକଟି ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀ ପଲ ଫେରିନପାରି ଗାଁରେ ରହିଯାଇଛନ୍ତି । ହାତୀପଲରେ ୪ଟି ବଡ ହାତୀ ଏବଂ ଦୁଇଟି ଛୁଆ ହାତୀ ଅଛନ୍ତି…