Latest Odisha News
Browsing Tag

emergency window

ଟ୍ରେନର ଏମରଜେନ୍ସି ଝରକାରୁ ଖସି ପଡିଲା ୮ ବର୍ଷର ଝିଅ

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ଏକ ଅଜବ ଘଟଣା ଘଟିଯାଇଛି। ୧୦୦ କିମି. ବେଗରେ ଗତି କରୁଥିବା ଟ୍ରେନର ଜରୁରୀକାଳୀନ ଝରକାରୁ ଖସି ପଡିଛି ୮ ବର୍ଷର ଝିଅ। ଝିଅର ବାପା-ମାଆ ଦୀର୍ଘ ସମୟ ଧରି ଏହି ଘଟଣା ବିଷୟରେ ଜାଣିପାରିନଥିଲେ। ଟ୍ରେନଟି ବହୁ କିଲୋମିଟର ଆଗକୁ ଗଲାପରେ ସେମାନେ ନିଜ ଝିଅକୁ…