Latest Odisha News

BREAKING NEWS

Browsing Tag

England Win

ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ, ୨୨୭ ରନରେ ଜିତିଲା ଇଂଲଣ୍ଡ

ଚେନ୍ନାଇ: ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ । ୨୨୭ ରନରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ । ୪୨୦ରନର ବିଶାଳ ଟାର୍ଗେଟର ପିଛା କରି ଶେଷ ଦିନରେ ଭାରତ କରିଥିଲା ମାତ୍ର ୧୯୨ ରନ୍ । ଆଜି ଥିଲା ମ୍ୟାଚର ଶେଷ ଦିନ । ବିଜୟ ପାଇଁ ଭାରତକୁ ଆଉ ୩୮୧ ରନ୍ ଆବଶ୍ୟକ ଥିଲା । ତେବେ ଜେମସ୍ ଆଣ୍ଡରସନ୍…