ଅମୃତଭଣ୍ଡା ଫେସପ୍ୟାକ୍ ଲଗାନ୍ତୁ, ଦାଗହୀନ ଚେହେରା ପାଆନ୍ତୁ
ଭୁବନେଶ୍ବର: ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଭଲ । ଆପଣଙ୍କୁ ଗ୍ଲୋ ଫେସ୍ ପାଇଁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଫେସରୁ ବ୍ରଣ ଦାଗ ଦୂର ହେବା ସହ ଗ୍ଲୋ…