ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମାନବବାଦର ପ୍ରତୀକ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ। ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ ଆପଣେଇ…