ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହିମା ପ୍ରସଙ୍ଗ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ଭକ୍ତଟିଏ ତାଙ୍କୁ ପ୍ରହ୍ଲାଦ ରକ୍ଷାକାରି, ରାବଣାମାରୀ, କଂସାରୀ, ଅଘ -ତମ ନାଶକାରି ତଥା ତାରଣ -ମାରଣ କାରି ଓ ସର୍ବୋପରି ଅନାଥର ନାଥ…