ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶାରଦୀୟ ଉତ୍ସବର ଆରମ୍ଭ ଷୋଡଶ ପୂଜାର ଆରମ୍ଭ ସମୟରୁ ହୋଇ ସାରିଛି । ଆମେ ବର୍ତ୍ତମାନ ଶ୍ରୀକ୍ଷେତ୍ର ଭିତରେ ଓ ବାହାରେ କିଛି ଠାକୁରାଣୀଙ୍କ…