ଅସଲି ବ୍ରାଣ୍ଡରେ ନକଲି କାରବାର: କଟକରୁ ନକଲି ଘିଅ କାରଖାନା ଠାବ
କଟକ: ବ୍ରାଣ୍ଡ ଅସଲି । ଜିନିଷ ନକଲି । କଟକରୁ ପୁଣି ନକଲି ଘିଅ କାରଖାନା ଠାବ । ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ଠାବ କଲା ମାଲଗୋଦାମ ଥାନା ପୋଲିସ । ନାମୀଦାମୀ ବ୍ରାଣ୍ଡର ବିପୁଳ ନକଲି ଘିଅ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ସହ ଲକ୍ଷାଧିକ…