ଇନ୍ଷ୍ଟାଗ୍ରାମ୍ ପରେ ଏବେ ଫର୍ହା ଖାନ୍ଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ୍ ଖାନଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଫରାହ୍ ନିଜେ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଅନୁଗାମୀମାନଙ୍କୁ କିଛି କ୍ଲିକ୍ ନକରିବାକୁ ଚେତାବନୀ ଦେଇଛନ୍ତି। ଇନଷ୍ଟାଗ୍ରାମକୁ ତାଙ୍କ…