୧୬ ଲକ୍ଷ ଚାଷୀଙ୍କ ପାଇଁ ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି; ୧୨,୧୧୦ କୋଟି ଟଙ୍କାର ଚାଷ ଋଣ ଛାଡ କରିବାକୁ ଘୋଷଣା
ଚେନ୍ନାଇ: ତାମିଲନାଡୁ ସରକାର ଶୁକ୍ରବାର ଦିନ ମତଦାନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଜ୍ୟର ଚାଷୀଙ୍କ ପାଇଁ ସହାୟତା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅଧୀନରେ ରାଜ୍ୟର ସମବାୟ ବ୍ୟାଙ୍କରୁ ନିଆଯାଇଥିବା ଫସଲ ଋଣ ଛାଡ଼ କରାଯାଇଛି। ରାଜ୍ୟ ସରକାର (ତାମିଲନାଡୁ ସରକାର) ସାରା ରାଜ୍ୟରେ…