ଗଣତନ୍ତ୍ର ଦିବସ ପରେଡ୍ରେ ସାମିଲ୍ ହୋଇଥିବା ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ହେବେ ଭାବନା
ନୂଆଦିଲ୍ଲୀ: ମହିଳା ପାଇଲଟ୍ ଭବନା କାଣ୍ଟ ଗଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବର୍ତ୍ତମାନ ରାଜସ୍ଥାନ ଏୟାରବେସରେ ଅବସ୍ଥାପିତ ଏବଂ ମିଗ-୨୧ ବାଇସନ ଫାଇଟର୍ ବିମାନ ଉଡ଼ାଉଛନ୍ତି। ଯାହା ଭାରତୀୟ ବାୟୁସେନା (IAF) ଟେବୁଲର ଅଂଶ ହେବ। ଏଥିରେ…