ଏକାଠି ଆସୁଛନ୍ତି ମନୋଜ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର
ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି "ସାଇଲେନ୍ସ" । ପ୍ରଥମ ଥର ପାଇଁ ପ୍ରମୁଖ ଭୂମିକାରେ ଏକାଠି ଅଭିନୟ କରିବେ ମନୋଜ ବାଜପାୟୀ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର । ତା ଛଡା ଅନ୍ୟ ସପୋର୍ଟିଂ ରୋଲ୍ରେ ନଜର ଆସିବେ ସାହିଲ୍ ବୈଦ, ୱକାର୍ ସେଖ୍ ଓ ଶିଶିର ଶର୍ମା । ସେହିଭଳି ଫିଲ୍ମର କାହାଣୀ ଓ…