Latest Odisha News

BREAKING NEWS

Browsing Tag

Fire

କାରରେ ପତ୍ନୀଙ୍କ ସହ ଅନ୍ୟ ବ୍ୟକ୍ତିଙ୍କୁ ଦେଖି ନିଆଁ ଲଗାଇଦେଲେ ସ୍ବାମୀ

ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି…

ବାରଣାସୀ ରେଳଷ୍ଟେସନରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗାଡି଼

ବାରଣାସୀ: ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ହୋଇଥିବା ୨୦୦ ଗାଡି଼ ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର-୧ରେ ଜିଆରପି ପଛପଟେ ଥିବା ବାଇକ୍ ଷ୍ଟାଣ୍ଡରେ ଏହି ଅଘଟଣ…

ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି

କଟକ: କଟକସ୍ଥିତ ତ୍ରିଶୁଳିଆ ବ୍ରିଜରେ ଶନିବାର ସକାଳେ ଏକ ବୈଦ୍ୟୁତିକ ସ୍କୁଟରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ସୂଚନାନୁସାରେ, ଗାଡି ଚାଳକ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ଏହି ବୈଦ୍ୟୁତିକ ଯାନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା ଖବର ପାଇ ଅଗ୍ନିଶମ ବିଭାଗର…

ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଝାନ୍ସୀ ଜିଲ୍ଲା…

ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ…

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାଚରାମ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ…

କେରଳ ରାଜ୍ୟପାଳଙ୍କ ଶାଲରେ ଲାଗିଲା ନିଆଁ

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଙ୍ଗଳବାର ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମ ସମୟରେ ପ୍ରଦୀପ ପ୍ରଜ୍ବଳନ ବେଳେ ରାଜ୍ୟପାଳଙ୍କ ଶାଲରେ ନିଆଁ ଲାଗିଯାଇଥିଲା। ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ନିଆଁ ଲିଭାଇ…

ଚଳନ୍ତା ବସରେ ଅଗ୍ନିକାଣ୍ଡ, ୨୫ ଛାତ୍ରଛାତ୍ରୀ ଜଳିଗଲେ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତେବେ ଅଗ୍ନିକାଣ୍ଡର କାରଣ…

ବିହାରରେ ସ୍କୁଲ ବସକୁ ଜାଳିବାକୁ ଉଦ୍ୟମ କରୁଥିଲେ ବିକ୍ଷୋଭକାରୀ!

ଗୋପାଳଗଞ୍ଜ: ଗୋପାଳଗଞ୍ଜରେ ଭାରତ ବନ୍ଦ ସମୟରେ ଏକ ସ୍କୁଲ ବସକୁ ଘେରି ଯାଇଥିଲେ ବିକ୍ଷୋଭକାରୀ। ଏହି ସମୟ ମଧ୍ୟରେ ୨୦ରୁ ଅଧିକ ସ୍କୁଲ ପିଲା ବସରେ ଉପସ୍ଥିତ ଥିଲେ। ଏପରିକି ରାସ୍ତାରେ ନିଆଁ ଲଗାଇ ଯାନବାହାନ ଅଟକାଇ ଦେଇଥିଲେ। ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ 'ପ୍ରତ୍ୟେକ…

କୋରବା-ବିଶାଖାପାଟନମ୍ ଟ୍ରେନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟନା: ଭାଇଜାଗ ଷ୍ଟେସନରେ ରବିବାର ଦିନ କୋରବା-ବିଶାଖାପାଟନମ୍ ଟ୍ରେନର ୩ଟି କୋଚରେ ନିଆଁ ଲାଗିଯାଇଛି। ରବିବାର ସକାଳେ ଟ୍ରେନ ଭାଇଜାଗରେ ପହଞ୍ଚିଥିଲା ବେଳେ ଏହି ଅଘଟଣ ଘଟିଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ…

ଆଇଏନଏସ ବ୍ରହ୍ମପୁତ୍ରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ଜାହାଜର କ୍ରୁ ସଦସ୍ୟ ଓ…