Latest Odisha News
Browsing Tag

first look

ରୌଦ୍ରରୂପରେ ବିକି କୌଶଲ

ମୁମ୍ବାଇ: ବିକି କୌଶଲଙ୍କ ଅପକମିଂ ଫିଲ୍ମ 'ମହାବତାର' ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ବିକି ଏହି ଫିଲ୍ମରେ ଚିରଞ୍ଜୀବୀ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମ ଟି ଦୀନେଶ ବିଜାନଙ୍କ…

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

ଡିସେମ୍ବରରେ ପାଇଲଟ୍ ହେବେ କଙ୍ଗନା ରଣାୱତ !

ମୁମ୍ବାଇ: ପାଇଲଟ୍ ବନିବେ କଙ୍ଗନା ରଣାୱତ୍ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ହେଲେ ରିୟଲ୍‌ରେ ନୁହେ ବରଂ ରିଲ୍ ଲାଇଫରେ ତାଙ୍କୁ ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫିଲ୍ମର ଟାଇଟଲ ତେଜସ୍ ରହିଥିଲାବେଳେ…