କିଏ ଦେଉଥିଲା ଅଙ୍କିତାଙ୍କ ଫ୍ଲାଟ୍ର ଇଏମ୍ଆଇ ?
ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍ର ଇଏମ୍ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା ।…