Latest Odisha News

BREAKING NEWS

Browsing Tag

flu vaccine

କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା‌ ଦେଇପାରେ ଫ୍ଲୁ ଟିକା

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫ୍ଲୁ ଟିକା କରୋନା ରୋଗୀଙ୍କୁ ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇପାରେ। ଷ୍ଟ୍ରୋକ୍, ସେପସିସ୍, ରକ୍ତ ଜମାଟ ବାନ୍ଧିବା ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବକୁ ହ୍ରାସ କରିପାରେ ଏହି ଟିକା। ଆମେରିକାର ମିଆମି ମିଲର ସ୍କୁଲ ଅଫ୍ ମେଡିସିନ୍…

କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇଥାଏ ଫ୍ଲୁ ଟିକା!

ନୂଆଦିଲ୍ଲୀ: କରୋନାର ଭୟଙ୍କର ପ୍ରଭାବରୁ ରକ୍ଷା କରିଥାଏ ଫ୍ଲୁ ଟିକା। ଅଧ୍ୟୟନ ଅନୁଯାୟୀ ଇନ୍‌ଫ୍ଲୁଏଞ୍ଜା ଟିକା ଦିଆଯାଇଥିବା ଲୋକଙ୍କୁ କରୋନାର ଅନେକ ଭୟଙ୍କର ପ୍ରଭାବରୁ ଆଂଶିକ ସୁରକ୍ଷା କରାଯାଇପାରେ। ଏହାଦ୍ବାରା ‌ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ମଧ୍ୟ କମ୍ ଥାଏ।…

ଫ୍ଲୁ ଟିକା ନେଇ ପାଞ୍ଚ ଜଣଙ୍କର ମୃତ୍ୟୁ; ଦକ୍ଷିଣ କୋରିଆ

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଫ୍ଲୁ ଟିକା ପ୍ରୟୋଗ କରିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିବା ଘଟଣା ସାମ୍‌ନାକୁ ଆସିଛି। ଅଧିକାରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ମୃତ୍ୟୁ ଘଟିଛି। ଏହା ପରେ ଟୀକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥିସହ ଅଧିକାରୀମାନେ ଏହା…