ପ୍ରମୁଖ ଅର୍ଥନୈତିକ ସଙ୍କଟ ଆଡକୁ ଗତି କରୁଛି ଶ୍ରୀଲଙ୍କା!
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ଖବର ସାମ୍ନାକୁ ଆସିଛି। କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଜନ ନିରାପତ୍ତା ଅଧିନିୟମରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ୩୦ ଅଗଷ୍ଟ ୨୦୨୧ରେ ଜରୁରୀ ଖାଦ୍ୟ…