ଫୋର୍ବସ: ବିଶ୍ୱର ୪୧ତମ ଶକ୍ତିଶାଳୀ ମହିଳା ଅର୍ଥମନ୍ତ୍ରୀ ସୀତାରମଣ
ନୂଆଦିଲ୍ଲୀ: ଫୋର୍ବସ୍ ତାଲିକାରେ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍, ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଖାଁ ଏବଂ ଏଚ୍ସିଏଲ୍ ଏଣ୍ଟରପ୍ରାଇଜେସ୍ ସିଇଓ ରୋଶନୀ ନାଦର…