ପୁଣି ଆସୁଛନ୍ତି ମିର୍ଜାପୁରର ବବ୍ଲୁୁ ପଣ୍ଡିତ
ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…