ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍, ୮ରୁ ଖୋଲିବ ହଷ୍ଟେଲ
ଭୁବନେଶ୍ୱର : ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍ । ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ରୁ ୩୦ ଏପ୍ରିଲ ମଧ୍ୟରେ ହେବ। ସେହିପରି ୩୧ ମେ ରେ ପରୀକ୍ଷା ଫଳ ପ୍ରକାଶ…