ଫ୍ୟୁଚର ରିଟେଲ ଲିମିଟେଡକୁ ସୁପ୍ରିମ୍କୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ: ଫ୍ୟୁଚର-ରିଲାଏନ୍ସ ଚୁକ୍ତିରେ ସ୍ଥିତି ବଜାୟ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆମାଜନର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଫ୍ୟୁଚର ରିଟେଲ ଲିମିଟେଡ ଏବଂ ଅନ୍ୟମାନଙ୍କଠାରୁ ପ୍ରତିକ୍ରିୟା ଲୋଡିଛନ୍ତି।
ଜଷ୍ଟିସ୍ ଆର ଏଫ୍ ନରିମାନ ଏବଂ ବି ଆର ଗାଭାଇଙ୍କୁ…