ପୁତ୍ରମୋହ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା'
ବାସନ୍ତୀ ମାଉସୀ ଗତ କିଛି ଦିନ ହେଲା ସକାଳୁ ଚାଲିବାକୁ ବାହାରୁ ନାହାନ୍ତି। ସେ ଘରୁ ନବାହାରିବାରୁ ତାଙ୍କ କୁକୁରଟା ବି ଦେଖାଯାଉନି। ତିନି ଚାରି ଦିନ ଗଲାଣି। ସକାଳୁ ନହେଲା ନାହିଁ, ଅନ୍ତତଃ ଦିନ ବେଳେ କେବେ କେମିତି ତ ଘରୁ ବାହାରନ୍ତେ।…