Latest Odisha News

BREAKING NEWS

ଆନନ୍ଦେ ଏକ ବାର ହରିବୋଲ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ  ମଣିଷ ଜୀବନରେ ସୁଖ, ଆନନ୍ଦ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ଅନୁଭବ କରିବା ଏବଂ ଏହା ଉପରେ ରୀତିମତ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଖୁସି ଦିବସ ବା ଅନ୍ତର୍ଜାତୀୟ ଆନନ୍ଦ ଦିବସ। ଏମିତି ଏକ ଦିନର…

କାମିନୀର ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ…

ବାଟବଣା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ବର୍ଷା ମୁଖର, ସନ୍ତସନ୍ତିଆ ଗାଁଟିଏ କାଳିଗଛିଆ। ଆସାମର ରାଜଧାନୀଠୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ଗାଁ ଲୋକମାନଙ୍କୁ ଦେଖିଲେ ଯେ କେହି କହିବ, ଏମାନଙ୍କ ପାଖରେ କୌଣସି କାମ ନାହିଁ। ପ୍ରକୃତରେ କାମ ନାହିଁ କହିଲେ ଠିକ୍ ହେବନି, କାମ କରିବା…

କା’ ଆଗେ କହିବା ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅମରେନ୍ଦ୍ର ମହାପାତ୍ର ଯେଉଁଦିନ ଗୋବିନ୍ଦପୁର ଗାଁରୁ ବାହାରିଲେ ଟ୍ରେନ୍ ଧରି ଦିଲ୍ଲୀ ଯିବା ପାଇଁ, ସେଦିନ ଗାଁର ଅଧିକାଂଶ ଲୋକ କହିଲେ, ଦିଲ୍ଲୀ ଯିବା ପାଇଁ ଟ୍ରେନ୍ କଣ ଦରକାର, ତମେ ଯେତେବେଳେ ଦିଲ୍ଲୀରୁ ବିମାନ ଧରି ଅଷ୍ଟ୍ରେଲିଆ ଯିବ,…

ବଉଳର ଅଭିମାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କବିତାର ଗାଁ ଜଗନ୍ନାଥପୁରରେ ସ୍କୁଲ ନଥିଲା। ସେଥିପାଇଁ ତାକୁ ପ୍ରାୟ ଚାରି କିଲୋମିଟର ଚାଲି ଚାଲି ପାଖ ଗାଁ ରାମପୁରକୁ ଯିବାକୁ ପଡୁଥିଲା। ଅବଶ୍ୟ ସେ ଏକା ଯାଉନଥିଲା ସ୍କୁଲ। ତା ସାଙ୍ଗରେ ତା ଗାଁରୁ ଆହୁରି ଅନେକ ପିଲା ଯାଉଥିଲେ।…

ବେଗବାନ୍ ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରଫେସର ସଞ୍ଜୟ ଉପାଧ୍ୟାୟଙ୍କ କୋଠରୀ ଭିତରକୁ ଅନୁମତି ମାଗି ପଶିଆସିଲେ ତିନିଜଣ ସ୍ନାତକ ଶ୍ରେଣୀର ଛାତ୍ରୀ। ଏବେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢୁଛନ୍ତି ସେମାନେ। କ୍ଲାସ୍ ସରିଆସିବା ବେଳ ହେଲାଣି। ଏବେ ପିଲାମାନେ ଘରକୁ ଯିବା କଥା। ଏମିତି…

ସୌଭାଗ୍ୟବତୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାପା ମାଆଙ୍କ ପ୍ରଥମ ସନ୍ତାନ ସେ। ହେଲେ ଝିଅଟା। ସେ କାଳରେ ଝିଅଟା ବୋଲି କହିଲେ, ସମସ୍ତଙ୍କ ନାକ ଟେକି ହେଇଯାଉଥିଲା। ଲୋକେ ନାହିଁ ନଥିବା କଥା କହୁଥିଲେ। ନାହି ନାଡ଼ କଟା ନହଉଣୁ ଗାଁ ମାଇପେ ହୁରି ପକାଇ ଦେଉଥିଲେ, ସେ ଅମୁକ ଲୋକର…

ଘରଭଙ୍ଗା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସର ଫାଷ୍ଟକ୍ଲାସ୍ ବଗିରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି ସାହୁ ବାବୁ। ତାଙ୍କ ପୂରା ନାଁ ସନାତନ ସାହୁ। କେହି କେହି ତାଙ୍କୁ ସନା ବାବୁ ବୋଲି ଡାକନ୍ତି ତ ଆଉ କିଏ ସାହୁ ବାବୁ।…

କର୍ମଫଳ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବୁଢ଼ୀ ମାଆଟା ସେଦିନ ଦୁଆର ମୁହଁରେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲା। ନିଜ ପଣତରେ ନିଜ ଆଖିରୁ ବହି ଯାଉଥିବା ଲୁହକୁ ପୋଛୁଥିଲା। କିନ୍ତୁ କାହାକୁ କିଛି କହୁନଥିଲା ସେ। କେବଳ ମଝିରେ ମଝିରେ ତଳେ ବସୁଧା ଉପରେ ଧର୍ମ ଦେବତାକୁ ସାକ୍ଷୀ…

ସୁଯୋଗ ଦେଇକି ଦେଖ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବୈଜୟନ୍ତୀ ମହାପାତ୍ର ଯେଉଁଦିନ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲା ଏମ୍.ଏ. ପଢ଼ିବା ପାଇଁ, ସେଦିନ ତା ଗାଁର କେତେ ସ୍ତ୍ରୀ ଲୋକ କେତେ କେତେ କଥା କହିଲେ। କିଏ କହିଲା, ଅନନ୍ତ ମହାପାତ୍ର ତା ଝିଅକୁ ପାଠ ପଢ଼ଉଛି, ସତେ ଯେମିତି ସିଏ କଣ ଗୋଟେ…