ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ନିକଟରୁ ଡିଏସପିଙ୍କ ପତ୍ନିଙ୍କର ମୃତଦେହ ଉଦ୍ଧାର
ବ୍ରହ୍ମପୁର: ବ୍ରହ୍ମପୁରରେ ଅଘଟଣ । ଗୋପାଳପୁର ଓଭରବ୍ରିଜ ରେଳ ଧାରଣା ପାଖରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖଡାସିଂ ରେଳ ଧାରଣା ନିକଟରେ ଏହି ଘଟଣା ଘଟିଛି । ମୃତକ ଗଜପତି ଜିଲ୍ଲାର ଅନୀଲ ପ୍ରଧାନଙ୍କ ପତ୍ନୀ ସୁଷମା ପ୍ରଧାନ ବୋଲି ସୂଚନା ମିଳିଛି ।
ତେବେ ସେ ଆତ୍ମହତ୍ୟା…