ଗେମିଙ୍ଗ ଲାପଟପର ସ୍ପିଡ ସ୍ଲୋ ହୋଇଗଲାଣି କି ? ଏହି ଟିପ୍ସ ଆପଣାନ୍ତୁ…
ଭୁବନେଶ୍ବର: ସମୟ ସହିତ ଗେମିଙ୍ଗ ଲାପଟପର କାର୍ଯ୍ୟଦକ୍ଷତା ଧୀର ହୋଇପାରେ, ଯାହା ଦ୍ବାରା ଖେଳର ଅନୁଭବରେ ମଜା ଆସିନଥାଏ | ଯଦି ନିଜର ଗେମିଙ୍ଗ ଲାପଟପର ସ୍ପିଡ ବଢାଇବାକୁ ଚାହୁଁଛନ୍ତି ଓ ଗେମିଙ୍ଗର ମଜା ବଢିଆ ଭାବରେ ନେବାକୁ ଚାହୁଁଛନ୍ତି , ତେବେ ଏହି ଟିପ୍ସକ ଫଲୋ କରନ୍ତୁ..
- ଯଦି…