ସ୍ୱାଧୀନତା ପ୍ରାପ୍ତି ବେଳେ ଗାନ୍ଧୀ କରୁଥିଲେ କ’ଣ?
ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
ତିନି ଶତାଦ୍ଦୀର ବ୍ରିଟିଶ୍ ଶାସନର ଅବସାନ ଘଟାଇ ଭାରତ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ରେ । ଏହି ଅବିସ୍ମରଣୀୟ ସ୍ମୃତିକୁ ପଖାଳିବା ପାଇଁ ଏବେ ଆମେ ପାଳୁଛୁ ସ୍ୱାଧୀନତାର ଅମୃତ ମହୋତ୍ସବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…