୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ କୋର୍ଟ ଚାଲାଣ
ମାଲକାନଗିରି: ପୋଲିସ ହାବୁଡରେ ଗଞ୍ଜେଇ ଚୋରା ଚାଲାଣକାରୀ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ଅଞ୍ଚଳରୁ କାଉଡି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଥିଲି ପୋଲିସ ହାତରେ ଧରା ପଡିଲେ ୫ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ।
ସୂଚନା ଅନୁସାରେ, ମାଲକାନଗିରି ଜୟପୁରକୁ ସଂଯୋଗ କରୁଥିବା…