କାମିନୀର ଭାଇ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ…