ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ। ୧୪ ମାସ ଜେଲ୍ରେ ରହିବା ପରେ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସୋମବାର ସନ୍ଧ୍ୟାରେ ସେ ବାହାରକୁ ବାହାରିଛନ୍ତି।
ନିର୍ଯାତନା ମାମଲାରେ ଜାମିନ ମିଳିବା ପରେ…