‘ଚମ୍ବା’ ସ୍ଲିପର୍କୁ ମିଳିଲା ଜିଆଇ ଟ୍ୟାଗ୍
ନୂଆଦିଲ୍ଲୀ: ଚମ୍ବାର ଜଟିଳ ଚିତ୍ରିତ ଚମଡା 'ସ୍ଲିପର୍'କୁ ଭୗଗୋଳିକ ସୂଚକାଙ୍କ ଜିଆଇ ଅଧୀନରେ ପଞ୍ଜିକୃତ ହୋଇଛି। ସୁବର୍ଣ୍ଣ ଏବଂ ରଙ୍ଗୀନ ଏମ୍ବ୍ରୋଡୋରୀରେ ସୁସଜ୍ଜିତ ଚମ୍ବା ଚପଲଗୁଡିକ ଚମ୍ବା ସହରର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।
ଜିଆଇ ଟ୍ୟାଗ୍ ପାଇବା ପାଇଁ…