ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଆକାଉଣ୍ଟ୍ ଖୋଲିବେ, ଏହାର ଲାଭ କ’ଣ, ଆସନ୍ତୁ ଜାଣିବା..
ନୂଆଦିଲ୍ଲୀ: ୨୨ ଜାନୁୟାରୀ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା | ଝିଅ ସନ୍ତାନଙ୍କ ମା ବାପା ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ତାଙ୍କ ନାମରେ ନିବେଶ କରିପାରିବେ |
ନିୟମ…