[ଭିଡ଼ିଓ] ନାବାଳିକା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି
ରାୟଗଡ଼ା : ରାୟଗଡ଼ା ଶୁଣ୍ଢି ସାହିରେ ଅଘଟଣ ଘଟିଛି । ବେକରେ ରଶି ଲଗାଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି। ରାହୁଲ କୌଶଲ ନାମକ ଜଣେ ବ୍ୟକ୍ତିଙ୍କ ସହ ସେହି ଅଞ୍ଚଳର ଜଣେ ନାବାଳିକା ମିଶି ଆତ୍ମହତ୍ୟା କରିଛନ୍ତି । ୧୫ବର୍ଷୀୟ ଏହି ନାବାଳିକା ଜଣକ ଟ୍ୟୁସନ ପଢିବାକୁ ବାହାରିଥିବା…