ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ରହିଛି ବନ୍ୟା ଆଶଙ୍କା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ହିମସ୍ଖଳନ ଏବଂ ବନ୍ୟା ପରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ହିମାଳୟ ପରିସରର ଭାରତୀୟ ପାର୍ଶ୍ୱରେ ୫୦୦୦ ରୁ ଅଧିକ ଗ୍ଲାସିଅଲ୍ ହ୍ରଦକୁ ମ୍ୟାପ୍ କରିବା ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ୫୦୦ ରୁ…