Latest Odisha News

BREAKING NEWS

Browsing Tag

godown

ନିର୍ମାଣାଧୀନ ଗୋଦାମ ଘର କାନ୍ଥ ଭୁଶୁଡ଼ି ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି । କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ…

ବିଗ୍‌ ବାସ୍କେଟ୍‌ ଗୋଡାଉନରେ ଅଗ୍ନିକାଣ୍ଡ; ୨ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ପୁଣେ: ପୁଣେର ଏକ ବିଗ୍‌ ବାସ୍କେଟ୍‌ ଗ୍ରୋସରୀ ଷ୍ଟୋର୍‌ର ଗୋଡାଉନରେ ଅଗ୍ନିକାଣ୍ଡ ଘଟିଛି। ରବିବାର ଦିନ ରାତି ୧୧.୩୦ ସମୟରେ ପୁଣେର ବଭାନ୍ ବୁଡ୍ରୁକ୍ ଅଞ୍ଚଳରେ ଅବସ୍ଥିତ ବିଗ୍ ବାସ୍କେଟ୍ ଗୋଡାଉନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଗୋଡାଉନ୍‌ରେ ନିଆଁ ଲାଗିଯିବା ଫଳରେ ଶସ୍ୟ, ପନିପରିବା,…