ଗୋରକ୍ଷଣୀ ଅନୁଷ୍ଠାନର ୮୦ତମ ବାର୍ଷିକ ଉତ୍ସବ ଆୟାେଜିତ
କଟକ : ୮୦ ବର୍ଷ ରେ ପଦାର୍ପଣ କରିଛି ଅସୁରେଶ୍ବର ଗୋରକ୍ଷଣୀ ଅନୁଷ୍ଠାନ । ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଗୋରକ୍ଷଣୀ ଅନୁଷ୍ଠାନର ଆଜି ୮୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନରେ କେବଳ ରୋଗୀଣା,ଛୋଟା ଓ ଅକର୍ମଣ୍ୟ ଗୋରୁ, ଗାଈ ଓ ଷଣ୍ଢ ମାନଙ୍କୁ ଖାଦ୍ୟ, ଔଷଧ…