Latest Odisha News

BREAKING NEWS

Browsing Tag

govinda

ମମିତା ମେହେର ହତ୍ୟାକାଣ୍ଡ ମାମଲା ,ଗୋବିନ୍ଦ ସାହୁର ହ୍ୟାଣ୍ଡରାଇଟିଂ ଯାଞ୍ଚ ଆବେଦନ ଶୁଣାଣି ଘୁଞ୍ଚିଲା

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆଦେବନ କରାଯାଇଥିଲା ।ଏହାର ଶୁଣାଣି ପାଇଁ…

ସତ ମାନିଲା ଗୋବିନ୍ଦ ! ଘଟଣାରେ ଏକାଧିକ ଲୋକ ସଂପୃକ୍ତ

ଧର୍ମଗଡ଼: ଗୋବିନ୍ଦକୁ ମାରାଥନ୍ ଜେରା । ଶେଷରେ ମମିତାଙ୍କୁ ହତ୍ୟା ନେଇ ସତ ମାନିଛି ଗୋବିନ୍ଦ ।  ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି…

ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ

କଳାହାଣ୍ଡି : ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ । ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ଏଥିସହିତ ଗୋବିନ୍ଦଙ୍କ ସମ୍ପର୍କରେ ସୂଚନା ଦେବା ଲାେକଙ୍କ ନିମନ୍ତେ ଘୋଷଣା କରାଯାଇଥିବା ୨୦ ହଜାର…

ଗୋବିନ୍ଦଙ୍କ ଦର୍ଶନ କଲେ ଗୋବିନ୍ଦା, ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ଼ ଷ୍ଟାର ଓ ତାଙ୍କ…

ପୁରୀ: ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା କହିଛନ୍ତି ଗୋବିନ୍ଦା । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଜଗାର ଚକାଆଖି ଦେଖି ଭାବରେ ବୁଡିଗଲେ…

ବଲିଉଡ୍‌ରେ ଗୋବିନ୍ଦା ବି ହୋଇଥିଲେ ‘ନେପୋଟିଜମ୍’‌ର ଶିକାର

ନୂଆଦିଲ୍ଲୀ: ଗୋବିନ୍ଦା ହିନ୍ଦୀ ସିନେମାର ବେଶ୍‌ ପରିଚିତ ନାଁ। ସେ ୯୦ ଦଶକର ଜଣେ ହିଟ୍ କଳାକାର। ଚଳଚ୍ଚିତ୍ର ବ୍ୟତୀତ ଗୋବିନ୍ଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଗୋବିନ୍ଦା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା…